ବିଧାନ ସଭାରେ ଆବାସ ଯୋଜନା ନେଇ କଥା କଟାକଟି

#ବିଧାନ_ସଭାରେ_ଆବାସ_ଯୋଜନା_ନେଇ_କଥା_କଟାକଟି  ଭୁବନେଶ୍ୱର : ବିଧାନସଭାରେ ଆବାସ କଳି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଏ କେତେ ଅର୍ଥଭାଗ ଦେଉଛି କାହାର ଫଟୋ ଲାଗୁଛି ଏସବୁକୁ ନେଇ ଆଜି ବିଧାନସଭାରେ ଜୋରଦାର ହୋଇଛି କଥାକଟାକଟି। ବିଜେପି ଯୁକ୍ତି ବାଢିଛି ଯଦି ଆବାସ ଲାଗି କେନ୍ଦ୍ର୬୦ ଭାଗ ଓ ରାଜ୍ୟ ୪୦ ଭାଗ ଅର୍ଥ ଦେଉଛନ୍ତି ତେବେ ସେଥିରେ କାହିଁକି କେବଳ ବିଜୁଙ୍କ ଫଳକ ଲାଗିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ନାହିଁ । ବିଜେଡି ପାଲଟା ଯୁକ୍ତି […]

Continue Reading