ପାଠ ପଢା ପଛେ ଚୁଲିକୁ ଯାଉ, ସ୍କୁଲରେ ଦିଦିଙ୍କୁ ନିଦ ଛାଡୁନି...

ବିଦ୍ୟାଳୟରେ ଶୋଇ ଶିକ୍ଷୟିତ୍ରୀ ନିଲମ୍ବିତ ହେଲେ

#ବିଦ୍ୟାଳୟରେ_ଶୋଇ_ଶିକ୍ଷୟିତ୍ରୀ_ନିଲମ୍ବିତ_ହେଲେ  ବ୍ରହ୍ମପୁର : ପିଲାମାନେ ବାହାରେ ଖେଳୁଥିବା ବେଳେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୋଦାମ ଘରେ ଶୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ ଗୁରୁଣ୍ଠି ପଞ୍ଚାୟତ ଅର୍ନ୍ତଗତ ରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଅଭବାନୀୟ ଦୃଶ୍ୟ ପଦାକୁ ଆସିଛି। ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାହାରେ ବୁଲୁଥିବା ବେଳେ ବିଦ୍ୟାଳୟ ପ୍ରାଧନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷୟିତ୍ରୀ ଗୋଦାମରେ ଗୃହରେ ଶୋଇଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏହାପରେ […]

Continue Reading