ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ ବଳିଗଲା ବୃଷଭ ନନ୍ଦୀଙ୍କ ବାହାଘର

ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ ବଳିଗଲା ବୃଷଭ ନନ୍ଦୀଙ୍କ ବାହାଘର

#ବଳିଗଲା_ବୃଷଭ_ନନ୍ଦୀଙ୍କ_ବାହାଘର    ପୁରୀ : ଫାଟିପଡୁଥିଲା ବଡ଼ଦାଣ୍ଡ । କୌଣସି କୋଟିପତି ଓ ସମ୍ଭ୍ରାନ୍ତ ପରିବାରର ବିବାହ ଆୟୋଜନଠୁ କମ୍‌ ନଥିଲା ଏ ବାହାଘର। ଶଙ୍ଖଧ୍ବନି, ସଂକୀର୍ତ୍ତନ, ଦୁଲ୍‌ଦୁଲି, ଧୁଡ଼ୁକି, ଶିଙ୍ଗବାଜା, ପାଇକ ଆଖଡ଼ା, ଆଦିବାସୀ ନାଚ ଆଦି ପାରମ୍ପରିକ ନୃତ୍ୟ ଓ ବ‌ାଦ୍ୟଯନ୍ତ୍ର ରୋ‌ଷଣିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ୫ ଶହରୁ ଅଧିକ ବରଯାତ୍ରୀ ନାଚ ଗୀତରେ ମସ୍‌ଗୁଲ୍‌ ଥିଲେ। ଆଗରେ ବର ଗାଡ଼ି ଥିଲା। ଏହି ରୋଷଣି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। କେବଳ ସେତିକି ନୁହେଁ […]

Continue Reading