ବଢ଼ିଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

#ବଢ଼ିଲା_ ଗ୍ୟାସ୍_ ସିଲିଣ୍ଡରର_ ମୂଲ୍ୟ ନୂଆଦିଲ୍ଲୀ :  ଦିଲ୍ଲୀରେ ବଢ଼ିଲା ଗ୍ୟାସ୍ ସିଲିଣ୍ଡରର ଦର। ବୃଦ୍ଧି ହେଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ। ଇଣ୍ଡିଆ ଅଏଲ ଓ୍ବେବସାଇଟ୍‌ ମୁତାବକ ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ହୋଇଛି।  ଏହାର ଦାମ ବୃଦ୍ଧି ହୋଇ ୮୫୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୭ ଟଙ୍କା ବୃଦ୍ଧି ହୋଇ ୮୯୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ […]

Continue Reading