ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟିର ବ୍ୟୟବରାଦ

#ବଜେଟରେ_ଶିକ୍ଷା_ଓ_ଦକ୍ଷତା_ବିକାଶ_ପାଇଁ_୨୨_ହଜାର_୬୩୧+କୋଟିର_ବ୍ୟୟବରାଦ  ଭୁବନେଶ୍ବର: ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଚଳିତ ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ କରି ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଚଳିତ ବଜେଟରେ ଶିକ୍ଷା ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୪ଶହ କୋଟି, ସମଗ୍ର ଶିକ୍ଷା ଅଭିଯାନ ନିମନ୍ତେ ୩ ହଜାର ୧୫୭ କୋଟି, ମଧ୍ୟାହ୍ନ ଭୋଜନ ନିମନ୍ତେ ୮କୋଟି ଏବଂ […]

Continue Reading