ଲକଡାଉନ ପରେ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

ଲକଡାଉନ ପରେ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

#ପ୍ରସ୍ତୁତିରେ_ଜିଲ୍ଲା_ପ୍ରଶାସନ        ଯାଜପୁର : ( ବିଶ୍ବଜିତ ରଣା ) କରୋନା ପାଇଁ ବାହାର ରାଜ୍ୟରେ ଆମ ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି । ଲକ୍ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଆମ ଜିଲ୍ଲାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ସେମାନଙ୍କ ରାଜ୍ୟକୁ ଯାଇପାରୁ ନାହାଁନ୍ତି । ଲକ୍ଡ଼ାଉନ ଉଠିଯିବାପରେ ଏହି ଅଟକି ଥିବା ଲୋକମାନେ ନିଜ ଅଂଚଳକୁ ଫେରିବେ । ସେଥିପାଇଁ ଆମେ ପ୍ରତ୍ୟେକ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ରଂଜନ […]

Continue Reading