ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

#ପ୍ରବାସୀ_ଶ୍ରମିକଙ୍କ_ଯାତ୍ରା_ଖର୍ଚ୍ଚ_ବହନ_କରିବେ_ରାଜ୍ୟ_ସରକାର       ନୂଆଦିଲ୍ଲୀ  : ଦେଶରେ ଲକଡାଉନ ଘୋଷଣା ହେବା ପରେ ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସଂପୂର୍ଣ୍ଣ ଟ୍ରେନ ବା ବସ ଭଡ଼ା ସମ୍ପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ ବୋଲି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ବସ କିମ୍ବା ଟ୍ରେନରେ ଯାତ୍ରା କରୁଥିଲେ ସେମାନଙ୍କ ଭଡ଼ା ସେମାନଙ୍କ ରାଜ୍ୟ ସରକାର ବହନ କରିବେ । ସେମାନେ ଯେଉଁ ରାଜ୍ୟରୁ ଯାତ୍ରା ଆରମ୍ଭ କରୁଛନ୍ତି ସେହି ଷ୍ଟେସନର ସଂପୃକ୍ତ […]

Continue Reading