#ପ୍ରବାସୀ_ମାନେ_ନିୟମ_ଉଲ୍ଲଂଘନ_କଲେ_ନିଆଯିବ_କଠୋର_କାର୍ଯ୍ୟାନୁଷ୍ଠାନ 

ପ୍ରବାସୀ ମାନେ ନିୟମ ଉଲ୍ଲଂଘନ କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

#ପ୍ରବାସୀ_ମାନେ_ନିୟମ_ଉଲ୍ଲଂଘନ_କଲେ_ନିଆଯିବ_କଠୋର_କାର୍ଯ୍ୟାନୁଷ୍ଠାନ         ଭୁବନେଶ୍ୱର : ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ  କଡ଼ା ଚେତାବନୀ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତିଯେ,ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ  ପାଳନ କରନ୍ତୁ।  ନିୟମ ଉଲ୍ଲଂଘନ କଲେ ତୁରନ୍ତ ସରପଞ୍ଚମାନେ ପ୍ରଶାସନକୁ ଅବଗତ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […]

Continue Reading