ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

#ପ୍ରଧାନମନ୍ତ୍ରୀଙ୍କ_ଉଦ୍ଦେଶ୍ୟରେ_ଦାବିପତ୍ର           କେନ୍ଦ୍ରାପଡା  :  ବିଶ୍ୱ ହିନ୍ଦୁ ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।  ପରିଷଦର ଜିଲ୍ଲା କର୍ମକର୍ତ୍ତା ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଚଳିତ ମାସ ୧୬ ତାରିଖରେ ମହାରାଷ୍ଟ୍ରର ପାଲଘଟ ଠାରେ ଦୁଇଜଣ ସନ୍ଥ ଓ ତାଙ୍କ ସହଯୋଗୀଙ୍କୁ କିଛି ଦୁର୍ବୁତ୍ତ ପିଟିପିଟି ହତ୍ୟା କରିଥିଲେ । ଏହି ହତ୍ୟାକାରୀ ମାନଙ୍କୁ ଗିରଫ […]

Continue Reading