ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଠାକ୍‌ରେ ପିତା-ପୁତ୍ର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଠାକ୍‌ରେ ପିତା-ପୁତ୍ର

#ପ୍ରଧାନମନ୍ତ୍ରୀଙ୍କୁ_ଭେଟିଲେ_ଠାକ୍‌ରେ_ପିତା_ପୁତ୍ର    ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ତାଙ୍କ ପୁତ୍ର ତଥା ମହାରାଷ୍ଟ୍ର କ୍ୟାବିନେଟର ଅନ୍ୟତମ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ଆଜି ଅଚାନକ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ଆଲୋଚନା କରିବା ଘଟଣା ଦେଶର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। ପୁଣି ଠାକ୍‌ରେ ପିତାପୁତ୍ର ଯୋଡ଼ି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ […]

Continue Reading