ରାଜ୍ୟର ମନରେଗା ଶ୍ରମିକଙ୍କୁ ୨୧ ଦିନର ମଜୁରୀ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ମନରେଗା ଶ୍ରମିକଙ୍କୁ ୨୧ ଦିନର ମଜୁରୀ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

#ପ୍ରଧାନମନ୍ତ୍ରୀଙ୍କୁ_ଚିଠି_ଲେଖିଲେ_ମୁଖ୍ୟମନ୍ତ୍ରୀ,         ଭୁବନେଶ୍ୱର: ରାଜ୍ୟରେ ମନରେଗା ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୨୧ ଦିନର ମଜୁରୀ ଦେବାକୁ ଉଲ୍ଲେଖ କରି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ,ଓଡ଼ିଶାର ୩୬,୧୦,୭୯୭ ମନରେଗା ଶ୍ରମିକ ତାଲାବନ୍ଦ ଫଳରେ କାମହରା ହୋଇଛନ୍ତି। ସେମାନଙ୍କୁ ଜୀବିକା ନିର୍ବାହ  ଲାଗି ୨୧ ଦିନର ମଜୁରୀ ଦେବା ଲାଗି ଆବଶ୍ୟକ ୩୮୦.୩୯ କୋଟି  ପ୍ରଦାନ କରାଯାଉ। ଏହି ଅର୍ଥ ଶ୍ରମିକମାନଙ୍କୁ  ବେକାରି ଭତ୍ତା ଭାବେ ଦିଆଯିବ […]

Continue Reading