ପ୍ରଥମ ଦିନରେ ମୋଟା ଅଙ୍କର ଫାଇନ୍, ଲକ୍ଷେ ୧୦ହଜାର ୮ଶହ ଟଙ୍କାର ତଣ୍ଡ ଗଣିଲେ ଟ୍ରକ୍ ଡ୍ରାଇଭର

ପ୍ରଥମ ଦିନରେ ମୋଟା ଅଙ୍କର ଫାଇନ୍, ଲକ୍ଷେ ୧୦ହଜାର ୮ଶହ ଟଙ୍କାର ତଣ୍ଡ ଗଣିଲେ ଟ୍ରକ୍ ଡ୍ରାଇଭର

#ପ୍ରଥମ_ଦିନରେ_ମୋଟା_ଅଙ୍କର_ଫାଇନ୍    ରାୟଗଡା  :  ଲାଗୁ ହୋଇଛି ନୂଆ ମୋଟ ଯାନ ଆଇନ । ରାଜ୍ୟର ବିଭିନ୍ନ ସ୍ଥାନରେ କଡା କଡି ଯାଞ୍ଚ କରାଯାଉଛି । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ରାୟଗଡାରେ ପ୍ରଥମ ଦିନରେ ବଡଧରଣର ଫାଇନ୍‌ ଆଦାୟ ହୋଇଛି । ୩୨୬ ନମ୍ଵର ଜାତୀୟ ରାଜପଥର ସ୍ଥାନୀୟ ଖଲିଗୁଡାଠାରେ ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ମିଳିତ ଟ୍ରାଫିକ ଚେକିଂ କରାଯାଇଥିଲା । […]

Continue Reading