ବିପଦ : ପୃଥିବୀ ପାଖ ଦେଇ ଦ୍ରୁତ ଗତିରେ ଅତିକ୍ରମ କରିବ ଏକ ଗ୍ରହାଣୁ

#ପୃଥିବୀ_ପାଖ_ଦେଇ_ଦ୍ରୁତ_ଗତିରେ_ଅତିକ୍ରମ_କରିବ_ଏକ_ଗ୍ରହାଣୁ  ନୂଆଦିଲ୍ଲୀ: ମହାଶୂନ୍ୟରୁ ଏକ ଗ୍ରହାଣୁ ଅତି ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ଆସୁଛି। ଘଣ୍ଟା ପ୍ରତି ଏହାର ବେଗ ପ୍ରାୟ ୫୪, ୭୧୭ କିଲୋମିଟର୍‌ ବୋଲି ଆକଳନ କରାଯାଇଛି। ଆଜି  ଏହା ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି। ଏହି ‘ଗ୍ରହାଣୁ’ ବା ମହାଶୂନ୍ୟର ପ୍ରକାଣ୍ଡ ପଥରଖଣ୍ଡଟି ପୃଥିବୀ ପୃଷ୍ଠର ପ୍ରାୟ ୫୮ ଲକ୍ଷ କିଲୋମିଟର୍‌ ଦୂର ଦେଇ ଅତିକ୍ରମ କରିବ।ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ଏହି ଗ୍ରହାଣୁ ବିଷୟରେ କିଛି ତଥ୍ୟ ସଂଗ୍ରହ କରିଛି। […]

Continue Reading