ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ କଲେ ପୁଲିସ କମିସନର

ପୁଲିସ ପାସ୍ ବିନା ରାଜଧାନୀରେ ଗଡ଼ିବନି ଗାଡ଼ି

#ପୁଲିସ_ପାସ୍_ବିନା_ରାଜଧାନୀରେ_ଗଡ଼ିବନି_ଗାଡ଼ି         ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବିନା ପୁଲିସ ପାସରେ ଗଡ଼ିବ ନାହିଁ କୌଣସି ଘରୋଇ ଗାଡ଼ି। ଯେଉଁମାନେ ଗାଡ଼ି  ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ। ଭୁବନେଶ୍ବର-କଟକ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତ ଦେଇ ସେ କହିଛନ୍ତି, କରୋନାଭାଇରସ୍‌ ସତର୍କତା ପାଇଁ କଟକଣା ଜାରି ହୋଇଥିବା ବେଳେ ଯେଉଁମାନେ ଆବଶ୍ୟକସ୍ଥଳେ ଘରୁ ଗାଡ଼ି ବାହାର କରୁଛନ୍ତି, ସେହି […]

Continue Reading