ପୁଣି ଖସିଲା ଜିଡିପି ଅଭିବୃଦ୍ଧି ହାର; ଡିସେମ୍ବର ତ୍ରୈମ‌ାସିକରେ ୪.୭

ପୁଣି ଖସିଲା ଜିଡିପି ଅଭିବୃଦ୍ଧି ହାର; ଡିସେମ୍ବର ତ୍ରୈମ‌ାସିକରେ ୪.୭

#ପୁଣି_ଖସିଲା_ଜିଡିପି  ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ତୁଳନାତ୍ମକ ଭାବେ  ମନ୍ଥର ଗତିରେ ଅଭିବୃଦ୍ଧି କରିଛି।  ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୈମ‌ାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧିହାର ମାତ୍ର ୪.୭ ପ୍ରତିଶତ ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ୫.୧ ପ୍ରତିଶତ ଥିଲା। ଏହା ସ୍ପଷ୍ଟ ସୂଚିତ କରୁଛି ଯେ ଦେଶର ଅର୍ଥନୀତିର ଅଭିବୃଦ୍ଧି ନିମ୍ନଗାମୀ […]

Continue Reading