ନୟାଗଡ଼ ଜିଲ୍ଲାରେ ୪ କରୋନା ପଜିଟିଭ୍‌

#ନୟାଗଡ଼_ଜିଲ୍ଲାରେ_୪_କରୋନା_ପଜିଟିଭ୍                    ନୟାଗଡ଼    :    ( ହୁସେନ ଖାଁ ) ବୁଧବାର ନୟାଗଡ଼ ଜିଲ୍ଲାରେ  ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରେଣ୍ଟାଇନ ସେଣ୍ଟରରୁ ୨ଜଣ, ଦଶପଲ୍ଲା କ୍ବାରେଣ୍ଟାଇନ ସେଣ୍ଟରରୁ ୧ ଓ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ  ୯୬ରେ ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି  ଦଶପଲ୍ଲା […]

Continue Reading