ନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ

ନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ, ଜେଲ୍ କାନ୍ଥରେ ମୁଣ୍ଡ ପିଟୁଛି ବିନୟ

#ନିର୍ଭୟା_ମାମଲା_ଦୋଷୀଙ୍କୁ_ଘାରିଛି_ମୃତ୍ୟୁର_ଭୟ   ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଘାରିଲାଣି ମୃତ୍ୟୁର ଭୟ। ମୃତ୍ୟୁ ଭୟରେ ଦୋଷୀଙ୍କ ମାନସିକ ପରିସ୍ଥିତିବି ବିଗିଡି ଯାଉଛି। ବୁଧବାର ନିର୍ଭୟା କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ ମୁଣ୍ଡକୁ ବାରମ୍ବାର ପିଟିବା ସହ ନିଜକୁ ଆହତ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଜେଲର ସୁରକ୍ଷାକର୍ମୀ ତାକୁ ରୋକିଥିଲେ। ଏହା ପରେ ବିନୟର ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ଜେଲରେ ବନ୍ଦ କରି […]

Continue Reading