ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୭, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୭, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଅରବିନ୍ଦ କେଜ୍ରିଓ୍ଵାଲ

#ଦିଲ୍ଲୀ_ସିଏଏ_ହିଂସା:_ମୃତ୍ୟୁ_ସଂଖ୍ୟା_୨୭   ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବ୍ୟାପିଥିବା ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ବିଭିନ୍ନ ହସ୍ପିଟାଲରେ ୧୮୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ଉପଦ୍ରବ ବୁଧବାର ମଧ୍ୟ ଜାରି ରହିଛି। ବର୍ତ୍ତମାନ ଦିଲ୍ଲୀର ଅବସ୍ଥା ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେ ଉତ୍ତର-ପୂର୍ବ ଡିସିପି କାର୍ଯ୍ୟଳୟରେ ପହଞ୍ଚିଛନ୍ତି। ସେହିପରି ଦିଲ୍ଲୀ […]

Continue Reading