ଦିଲ୍ଲୀ ପରିସ୍ଥିତି ସଂଗୀନ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ : ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

ଦିଲ୍ଲୀ ପରିସ୍ଥିତି ସଂଗୀନ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ : ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

#ଦିଲ୍ଲୀ_ପରିସ୍ଥିତି_ସଂଗୀନ,_ଦେଖିବା_ମାତ୍ରେ_ଗୁଳି_ନିର୍ଦ୍ଦେଶ  ଆଦିଲ୍ଲୀ : ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ଏହା ସହିତ ୧୩୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଏହାକୁ ଦୃଷ୍ଟିରେ ରଖି ହିଂସା ପ୍ରଭାବିତ ଅଞ୍ଚଳରେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି । ଏ ଅଞ୍ଚଳରେ ଏକ […]

Continue Reading