ଦିଲ୍ଲୀରେ ଶାନ୍ତି ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ

#ଦିଲ୍ଲୀରେ_ଶାନ୍ତି_ନିବେଦନ_କଲେ_ପ୍ରଧାନମନ୍ତ୍ରୀ  ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୨୨ ଜଣଙ୍କ ଜୀବନ ଯିବା ପରେ ଶେଷରେ ଶାନ୍ତି ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଠାରୁ ଦିଲ୍ଲୀରେ ମାରପିଟ ଓ ପୋଡ଼ାଜଳା ଆରମ୍ଭ ହୋଇଥିଲେ ହେଁ ବୁଧବାର ମଧ୍ୟାହ୍ଣରେ ମୋଦି ଟ୍ୱିଟ କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଆଜି ଦିଲ୍ଲୀ ସ୍ଥିତି ଉପରେ ମୋଦି ସମୀକ୍ଷା କରିଥିଲେ। ଏହାପରେ ସେ ଟ୍ୱିଟ କରି କହିଛନ୍ତି, “ଦିଲ୍ଲୀର ବିଭିନ୍ନ ଅଞ୍ଚଳର ସ୍ଥିତି ବିଷୟରେ ବିସ୍ତୃତ ସମୀକ୍ଷା […]

Continue Reading