ଦିଲ୍ଲୀରେ ପୁଣି ଜାରି ହେଲା ୧୪୪ ଧାରା

#ଦିଲ୍ଲୀରେ_ପୁଣି_ଜାରି_ହେଲା_୧୪୪_ଧାରା     ନୂଆଦିଲ୍ଲୀ : ଦିଲ୍ଲୀରେ ଘଡ଼ିକେ ଘୋଡ଼ା ଛୁଟୁଛି । ଉତ୍ତରପୂର୍ବ ଦିଲ୍ଲୀରେ ଶାନ୍ତି ଫେରୁଛି କିନ୍ତୁ ଆଜିଠାରୁ ଶାହିନବାଗରେ ୧୪୪ ଧାରା ଜାରି କରାଯାଇଛି । ହିଂସାକାଣ୍ଡ ଆଶଙ୍କାକୁ ଟାଳିବା ତଥା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବେ ଆଜି ସକାଳୁ ଶାହିନବାଗରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଗତକାଲି ହିନ୍ଦୁସେନା ବିରୋଧସ୍ଥଳ ଖାଲି କରିବା ପାଇଁ ଡାକରା ଦେବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ନାଗରିକତା ସଂଶୋଧନ ଆଇନ […]

Continue Reading