ଦାନଗହୀରରେ ବିସ୍କୁଟ୍ ବଣ୍ଟନ

ଦାନଗହୀରରେ ବିସ୍କୁଟ୍ ବଣ୍ଟନ

#ଦାନଗହୀରରେ_ବିସ୍କୁଟ୍_ବଣ୍ଟନ      ପିପିଲି : ପୁରୀ ଜିଲ୍ଲା ର ପ୍ରଥମ କରୋନା ରୋଗୀ ପିପିଲି ବ୍ଲକର ଦାନଗହୀର ଗ୍ରାମରେ ଚିହ୍ନଟ ହେବା ପରେ ସମଗ୍ର ଦାନଗହୀର ଅଞ୍ଚଳକୁ ଗତ ଶନିବାର ଠାରୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ୧୧ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଛି ।  ସମଗ୍ର ଅଞ୍ଚଳରେ ଲକ୍‌ଡାଉନ କଟକଣାକୁ ଅତି କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପିପିଲି ପୁଲିସ ପକ୍ଷରୁ ମଙ୍ଗଳବାର ଉକ୍ତ ଗ୍ରାମରେ ବିସ୍କୁଟ, ସାନିଟାଇଜର ଓ ପାଣିବୋତଲ ବଣ୍ଟନ କରାଯାଇଥିଲା । ଆଇଆଇସି […]

Continue Reading