ତେଲେଙ୍ଗାନାରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂଜା

ତେଲେଙ୍ଗାନାରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂଜା

#ତେଲେଙ୍ଗାନାରେ_ଡୋନାଲ୍ଡ_ଟ୍ରମ୍ପଙ୍କ_ପୂଜା  ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଟ୍ରମ୍ପଙ୍କ ଅଜବ ଫ୍ୟାନ୍ । ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରିବା ସହ ତାଙ୍କୁ ଭଗବାନ ରୂପେ ମାନିଛନ୍ତି । ସେ ହେଲେ ତେଲେଙ୍ଗାନା କୋନେ ଗାଁର  କ୍ରିଷ୍ଣା ବୁସା । ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ତାଙ୍କୁ ଭେଟିବାକୁ କ୍ରିଷ୍ଣା ବୁସା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି । […]

Continue Reading