ତିନି ମାସ ପାଇଁ ଦେବାକୁ ପଡ଼ିବ ନାହିଁ ଋଣ କିସ୍ତି

#ତିନି_ମାସ_ପାଇଁ_ଦେବାକୁ_ପଡ଼ିବ_ନାହିଁ_ଋଣ_କିସ୍ତି   ମୁମ୍ବାଇ : କରୋନା  ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦେଶର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ଜରୁରୀ ପଦକ୍ଷେପ ନିଆଯାଇ ବ୍ୟାଙ୍କ ଋଣ କିସ୍ତି ପରିଶୋଧ ସମୟକୁ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି । ଅର୍ଥାତ ଋଣଦାତାମାନଙ୍କ ବ୍ୟାଙ୍କ ଖାତାରୁ ଇଏମଆଇ ୩ ମାସ ପାଇଁ କଟିବ ନାହିଁ ଓ ୩ ମାସ ପରେ […]

Continue Reading