ଟ୍ରାକ୍ଟର-ସ୍କର୍ପିଓ ଧକ୍କା, ୧୧ମୃୃତ

ଟ୍ରାକ୍ଟର-ସ୍କର୍ପିଓ ଧକ୍କା, ୧୧ମୃୃତ

#ଟ୍ରାକ୍ଟର_ସ୍କର୍ପିଓ_ଧକ୍କା_୧୧_ମୃୃତ     ମୁଜାଫରପୁର: ବିହାରର ମୁଜାଫରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଏକ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ମୁଜାଫରପୁରର କାନ୍ତି ଥାନା ଅନ୍ତର୍ଗତ ୨୮ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ପାଇ ସ୍ଥାନୀୟ  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ନିକଟସ୍ଥ କୃଷ୍ଣା ମେଡିକାଲ କଲେଜରେ […]

Continue Reading