ଝଡ଼ ତୋଫାନ ବର୍ଷା ଓ ବଜ୍ରପାତରେ ୮ ମୃତ

ଝଡ଼ ତୋଫାନ ବର୍ଷା ଓ ବଜ୍ରପାତରେ ୮ ମୃତ

#ଝଡ଼_ତୋଫାନ_ବର୍ଷା_ଓ_ବଜ୍ରପାତରେ_୮_ମୃତ   ଲକ୍ଷ୍ନୌ : ଦେଶର ବିଭିନ୍ନ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶନିବାର ଦିନ ଉତ୍ତରପ୍ରଦେଶର ପୂର୍ବ ପଟରେ ଝଡ଼ ତୋଫାନ ବର୍ଷା ସହ ୩୦ ରୁ ୪୦ କିମି ଘଣ୍ଟାପ୍ରତି ପବନ ବହିବାର ସମ୍ଭାବନା ରହିଛି। ଶୁକ୍ରବାର ବିଭିନ୍ନ ସ୍ଥାନରେ ପାଗ ପରିବର୍ତ୍ତନ ବିଜୁଳି ଘଡ଼ଘଡ଼ି ,ବର୍ଷା ସହ ଝଡ଼ ତୋଫାନ ହୋଇଛି। ଲକ୍ଷ୍ନୌର ଅବଧର ବାରାବଙ୍କୀ, ଅମେଠୀର ରାୟବରେଲୀରେ ମଧ୍ୟ ଘଡ଼ଘଡ଼ି ସହ ବିଜୁଳି ମାରିଥିବା ଜଣାପଡ଼ିଛି। ଏହି […]

Continue Reading