ଚାକିରୀ ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ ଦାବି

ଚାକିରୀ ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ ଦାବି

#ଚାକିରୀ_ପାଇଁ_ସର୍ବୋଚ୍ଚ_ବୟସ_ସୀମା_୪୨_ଦାବି  ଭୁବନେଶ୍ୱର :ରାଜ୍ୟ ବିଧାନସଭାରେ ଆଜି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଓପିଏସସିରେ ଖାଲି ପଡିଥିବା ସଭ୍ୟପଦ ପୂରଣ କରିବା, ଓଏଏସ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୁଞ୍ଚାଇବା ଓଡିଶାରେ ଚାକିରିର ସର୍ବୋଚ୍ଚ ବୟସସୀମା ୪୨ବର୍ଷ ରଖିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଗୋଆରେ ୪୫, ଆନ୍ଧ୍ରରେ ୪୪, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଚାକିରିର ସର୍ବୋଚ୍ଚ ବୟସସୀମା ୪୦ବର୍ଷ ଥିବା ବେଳେ ଓଡିଶାରେ ଏହାକୁ ୪୨ବର୍ଷ କରିବାକୁ ସେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ […]

Continue Reading