ରାତି ପାହିଲେ ଶିବରାତ୍ରି : ଚଳଚଞ୍ଚଳ ଶୈବ ପୀଠ

ରାତି ପାହିଲେ ଶିବରାତ୍ରି : ଚଳଚଞ୍ଚଳ ଶୈବ ପୀଠ

#ଚଳଚଞ୍ଚଳ_ଶୈବ_ପୀଠ  ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରି । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବ ପୀଠ। ଲିଙ୍ଗରାଜ, ଲୋକନାଥ, କପିଳାସ, ଆଖଣ୍ଡଳମଣୀ, ଧବଳେଶ୍ବର ଓ କୋରାପୁଟର ଗୁପ୍ତେଶ୍ବର କ୍ଷେତ୍ରରେ ଏନେଇ ପ୍ରସ୍ତୁତି ଚୁଡାନ୍ତି । ଶୈବ ପୀଠ ଗୁଡିକରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  ଏକାମ୍ରକ୍ଷେତ୍ର ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଛି । ସେହିପରି ପୁରୀ ଲୋକନାଥ ଓ କପିଳାସର ଚନ୍ଦ୍ରଶେଖର […]

Continue Reading