ଘରେ ଘରେ ପରିବା ପହଞ୍ଚାଇଲା ମହିଳା ମହାସଂଘ

ଘରେ ଘରେ ପରିବା ପହଞ୍ଚାଇଲା ମହିଳା ମହାସଂଘ

#ଘରେ_ଘରେ_ପରିବା_ପହଞ୍ଚାଇଲା_ମହିଳା_ମହାସଂଘ                 ପିପିଲ : (ବିଜୟ କୁମାର ମହାପାତ୍ର)       ବିଶ୍ୱମହାମାରୀ କରୋନା ଭାଇରସ ସଂକ୍ରମିତକୁ ରୋକିବା ଓ ହାଟ ମଧ୍ୟରେ ସାମାଜିକ ଦୁରତା ବଜାୟ ନରହିବା ଲକ୍ଷରଖି ଜିଲ୍ଲା ପ୍ରଶାସନ ପିପିଲି ଓ ସାତଶଙ୍ଖ ହାଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି । ସେଥିପାଇଁ ଚାଷୀ ବଜାରକୁ ପନି ପରିବା ଆଣି ପାରୁନି କିମ୍ବା ଖାଉଟି ବଜାରରୁ ତଟକା ପନିପରିବା କିଣି ପାରୁନାହାଁନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା […]

Continue Reading