ସଟଡାଉନ୍ ସମୟରେ ଭୁବନେଶ୍ବର ଓ କଟକବାସୀ ଘରୁ ବାହାରିଲେ ରୁଜୁ ହେବ ମାମଲା

ସଟଡାଉନ୍ ସମୟରେ ଭୁବନେଶ୍ବର ଓ କଟକବାସୀ ଘରୁ ବାହାରିଲେ ରୁଜୁ ହେବ ମାମଲା

#ଘରୁ_ବାହାରିଲେ_ରୁଜୁ_ହେବ_ମାମଲା     ଭୁବନେଶ୍ବର: ଭୁବନେଶ୍ୱର, ଭଦ୍ରକ ଏବଂ କଟକ ସହରରେ ରାଜ୍ୟ ସରକାର ଘୋଷଣା କରିଥିବା ସମ୍ପୂର୍ଣ୍ଣ ‘ସଟଡାଉନ୍’କୁ ନ ମାନି ଘରୁ ନ ବାହାରିବାକୁ ଭୁବନେଶ୍ବର-କଟକର ଜନସାଧାରଣଙ୍କୁ  ଅପିଲ୍ କରିଛନ୍ତି  ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ। ଏଥସହ ସେ କହିଛନ୍ତି, ଏହି ସଟଡାଉନ୍ ସମୟରେ ଯେଉଁ ସଂକ୍ରମିତମାନେ ଏଯାବତ୍ ସାମ୍ନାକୁ ଆସିନାହାନ୍ତି  କିମ୍ବା ଯେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଖୋଜା ଯାଇପାରିନାହିଁ, ସେମାନଙ୍କୁ ଖୋଜାଯିବ।  ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା […]

Continue Reading