ଭୁବନେଶ୍ୱର ଓ କଟକକୁ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର ଓ କଟକକୁ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ୍‌

#ଗଡ଼ିବ_ଜନସାଧାରଣ_ସ୍ପେଶାଲ_ଟ୍ରେନ୍‌     ଭୁବନେଶ୍ୱର: ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକ ମଧ୍ୟ ଦେଇ ମାର୍ଚ୍ଚ ୧ରୁ ୩୧ ପର୍ଯ୍ୟନ୍ତ ଜନସାଧାରଣ ସ୍ପେଶାଲ ଟ୍ରେନ୍‌ ଚଳାଚଳ ହେବା ନେଇ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛନ୍ତି। ଏହା ଏବେ ପରୀକ୍ଷାମୂଳକ ଭାବେ ଚଳାଚଳ କରିବ। ୦୮୪୬୦ ଭୁବନେଶ୍ୱର-କଟକ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରୁ ୧.୩୦ରେ ବାହାରି ୨,୩୦ରେ କଟକରେ ବାରଙ୍ଗ ଓ ଗୋପଳପୁର ବାଲିକୁଦା ମଧ୍ୟ ଦେଇ ପହଞ୍ଚିବ। ସେହିପରି ୦୮୪୫୯ କଟକ-ଭୁବନେଶ୍ୱର ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍‌ ନିର୍ଗୁଣ୍ଡି-ଗୁରୁଦିଜହଟିଆ-ରାଧାକିଶୋରପୁର-ନରାଜ […]

Continue Reading