ଗରିବ ପରିବାରକୁ ମାସ୍କ ବାଣ୍ଟିଲେ କୁକୁଡାଖଣ୍ଡି ତହସିଲଦାର

ଗରିବ ପରିବାରକୁ ମାସ୍କ ବାଣ୍ଟିଲେ କୁକୁଡାଖଣ୍ଡି ତହସିଲଦାର

#ଗରିବ_ପରିବାରକୁ_ମାସ୍କ_ବାଣ୍ଟିଲେ_କୁକୁଡାଖଣ୍ଡି-ତହସିଲଦାର       କୁକୁଡାଖଣ୍ଡି   : କୁକୁଡାଖଣ୍ଡି ବ୍ଲକର ଆଙ୍କୁଶପୁର ଏବଂ ଏହାର ଆଖପାଖ ଗ୍ରାମ ଗୁଡିକରେ ବୁଲି ବୁଲି ମାସ୍କ ବାଣ୍ଟିଲେ ତହସିଲଦାର। ଗରିବ ପରିବାର ମାନଙ୍କୁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କ ନିର୍ଦ୍ଦେଶ କ୍ରମେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମାସ୍କ ବାଣ୍ଟିଥିଲେ I ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଟି ତିଆରି କରିଥିବା ପ୍ରାୟ ଦୁଇଶହ ମାସ୍କ କୋଡିଏ ଟଙ୍କା ଲେଖାଏଁ ମୂଲ୍ୟରେ କିଣି ସାଧାରଣରେ ଏକ ପ୍ରକାର ସଚେତନ କରିଥିଲେ ପ୍ରଶାସନିକ […]

Continue Reading