ଲକ୍ ଡାଉନ୍ ସମୟରେ ସୁବିଧାରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

#ଗଣମାଧ୍ୟମକୁ_ଧନ୍ୟବାଦ_ଜଣାଇଲେ_ମୁଖ୍ୟମନ୍ତ୍ରୀ     ଭୁବନେଶ୍ୱର  :  କୋଭିଡ୍-୧୯ ଭଳି ଅସାଧାରଣ ପରିସ୍ଥିତିରେ ରାଜ୍ୟର ଗଣମାଧ୍ୟମ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି ଏବଂ କଠିନ ପରିଶ୍ରମ କରି ଜନସାଧାରଣଙ୍କ ନିକଟରେ ସମସ୍ତ ସମ୍ବାଦକୁ ସଠିକ୍ ଭାବରେ ପରିବେଷଣ କରି ନିଜର ଗୁରୁଦାୟିତ୍ୱ ନିର୍ବାହ କରୁଥିବାରୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଣମାଧ୍ୟମର ଏହି ସହଯୋଗକୁ ପ୍ରଶଂସା କରିବା ସହ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

Continue Reading