ଭାରତୀୟ କୋଟିପତି ଗୋଷ୍ଠୀକୁ ଦରିଦ୍ର କରିଦେଲା କରୋନା ଭାଇରସ୍‌

ଭାରତୀୟ କୋଟିପତି ଗୋଷ୍ଠୀକୁ ଦରିଦ୍ର କରିଦେଲା କରୋନା ଭାଇରସ୍‌

#କୋଟିପତି_ଗୋଷ୍ଠୀକୁ_ଦରିଦ୍ର_କରିଦେଲା_କରୋନା_ଭାଇରସ୍‌   ନୂଆଦିଲ୍ଲୀ: ସଂପ୍ରତି ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା ଓ ଘାତକ ସାବ୍ୟସ୍ତ ହୋଇଥିବା କରୋନା ଭାଇରସ୍‌ ଭାରତରେ ସେତେ ପରିମାଣରେ ଆତଙ୍କ ସୃଷ୍ଟି କରିନାହିଁ କିମ୍ବା ଘାତକ ମଧ୍ୟ ହୋଇନାହିଁ। ହେଲେ, ବିଶ୍ୱରେ କୋଟପତି ଧନୀକ ବେଲାଉ ଥିବା ଭାରତୀୟ ଧନୀକ ଗୋଷ୍ଠୀକୁ ଦରିଦ୍ର କରି ଦେଇଛି। କରୋନା ଭାଇରସ୍‌ର ପ୍ରଭାବରେ ଭାରତର ଧନୀକ ନମ୍ବର ୧ ବୋଲାଉଥିବା ରିଲାଏନ୍ସ କମ୍ପାନି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୫ ବିଲିୟନ ଆମେରିକୀୟ ଡଲାର ହରାଇଥିବା କହିଛି ବ୍ଲୁମବର୍ଗ […]

Continue Reading