କୋଟିପତି ପରିବହନ ଅଧିକାରୀ : ସମ୍ପତି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କା

କୋଟିପତି ପରିବହନ ଅଧିକାରୀ : ସମ୍ପତି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କା

#କୋଟିପତି_ପରିବହନ_ଅଧିକାରୀ      ନବରଙ୍ଗପୁର: ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ ଭଡ଼ାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଭିଜିଲାନ୍‌ସ୍‌ ଚଢାଉ କରିଛି। ଚଢ଼ାଉ ପରେ ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ ଗଣେଶ୍ୱର କହଁରଙ୍କ ସମ୍ପତ୍ତି ହେଉଛି ୧ କୋଟି ୫୦ ଲକ୍ଷ ୬୩ ହଜାର ୩୨୮ ଟଙ୍କା। ଗଣେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ କଲରାହଙ୍ଗା ଠାରେ ଏକ ଫ୍ଲାଟ, ଏକ ଦୁଇ ମହଲା କୋଠା, ବିଭିନ୍ନ ବ୍ୟାଙ୍କରେ ଟଙ୍କା ସୁନା ଓ ରୂପା ଗହଣା ଥିବା ଜଣାଯାଇଛି। […]

Continue Reading