କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମଦ୍ରାସା ପରିଦର୍ଶନ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମଦ୍ରାସା ପରିଦର୍ଶନ

#କେନ୍ଦ୍ରାପଡା_ଜିଲ୍ଲାପାଳଙ୍କ_ମଦ୍ରାସା_ପରିଦର୍ଶନ  କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ଦିନ ବ୍ଲକ ଅନ୍ତର୍ଗତ ପଳସିଂହା ପଞ୍ଚାୟତରେ ( ଦେଓବନ୍ଦ) ଥିବା ମଦ୍ରାସାକୁ ପରିଦର୍ଶନରେ ଯାଇଥିଲେ । ମଦ୍ରାସା ରାବିୟା ବସରିୟା କମିଟିର ସଭ୍ୟମାନେ ଜିଲ୍ଲାପାଳଙ୍କୁ ଶୁଭେଛା ଜଣାଇବା ସହ ମଦ୍ରାସାର ବିଭିନ୍ନ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହି ମଦ୍ରାସାରେ ୧୦୦ରୁ ଉର୍ଦ୍ଧ୍ବ ବାଳିକାମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ସେମାନଙ୍କ ରହଣୀ, ସ୍ୱାସ୍ଥ୍ୟ ବିଷୟରେ ଜିଲ୍ଲାପାଳ ପଚାରି ବୁଝିଥିଲେ ।  ସମସ୍ୟା ଗୁଡିକ […]

Continue Reading