କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର

କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର..

#କାଳିଆ_ଟଙ୍କା_ପାଇଁ_ରିଜର୍ଭ_ବ୍ୟାଙ୍କକୁ_ଚିଠି_ଲେଖିଲେ_ରାଜ୍ୟ_ସରକାର   ପୁରୀ : ୟେସ ବ୍ୟାଙ୍କରୁ ୫୪୫ କୋଟି ଟଙ୍କା ଉଠାଇ ଆଣିବା ଲାଗି ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି ଲେଖିଥିବା ବେଳେ ଆରବିଆଇ ଏହାର ଉତ୍ତର ଦେଇଛି।  ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ଏନଏସ ବିଶ୍ବନାଥନ ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ ଙ୍କ ନିକଟକୁ ଉତ୍ତର ଲେଖିଛନ୍ତି।  ଯେଉଁଥିରେ ସେ ଦର୍ଶାଇଛନ୍ତି ବିଭିନ୍ନ ରାଜ୍ୟ ସରକାର ଓ ସରକାରୀ ସଂସ୍ଥା ଘରୋଇ ବ୍ୟାଙ୍କରୁ ସେମାନଙ୍କ ଟଙ୍କା ଉଠାଇ ଆଣିବା ଲାଗି ରିଜର୍ଭ […]

Continue Reading