ବ୍ୟବସ୍ଥାରେ ପରିବର୍ତ୍ତନ ଆଇନ ଅନୁସାରେ ହେବା ଉଚିତ

ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

#କରୋନା_ସ୍ଥିତିର_ସମୀକ୍ଷା_କରିବେ_ପ୍ରଧାନମନ୍ତ୍ରୀ         ନୂଆଦିଲ୍ଲୀ: ଦେଶରେ ନୋଭଲ କରୋନା ଭାଇରସ୍‌ର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ସମୀକ୍ଷା କରିବେ। କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍‌ ଡାଉନ୍‌କୁ ଏକ ସପ୍ତାହ ପୂରଣ ହୋଇ ଯାଇଥିବା ବେଳେ ଏବେ ସମଗ୍ର ଦେଶର ସ୍ଥିତି ସଂପର୍କରେ ସମୀକ୍ଷା କରିବେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତାକାଲି ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମସ୍ତ ରାଜ୍ୟ […]

Continue Reading