କରୋନା ସଂକ୍ରମଣ ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ

କରୋନା ସଂକ୍ରମଣ ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ

#କରୋନା_ସଂକ୍ରମଣ_ମୁକାବିଲା_ସମୀକ୍ଷା_ବୈଠକ_ଅନୁଷ୍ଠିତ   ଯାଜପୁର  : କରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ହୋଇଚ୍ଥି । ଯଦିଓ ଚୀନ୍ ଏହାର ଉତ୍ପତ୍ତି ସ୍ଥଳ ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହା କାୟା ବିସ୍ତାର କରିବାରେ ଲାଗିଚ୍ଥି । ଏହାର ନିରାକରଣ ପାଇଁ କୈାଣସି ସ୍ୱତନ୍ତ୍ର ଓୈାଷଧ ବା ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସଚେତନତା ହିଁ ଏହାକୁ ରୋକିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଊଚ୍ଥି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ […]

Continue Reading