କରୋନା ଲକ୍ଷଣ ପାଇଁ ହସ୍ପିଟାଲରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

କରୋନା ଲକ୍ଷଣ ପାଇଁ ହସ୍ପିଟାଲରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

#କରୋନା_ଲକ୍ଷଣ_ପାଇଁ_ହସ୍ପିଟାଲରେ_ବିଜେପି_ମୁଖପାତ୍ର_ସମ୍ବିତ_ପାତ୍ର       ନୂଆଦିଲ୍ଲୀ  :  ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ଠାରେ କରୋନା ଭାଇରସର ଲକ୍ଷଣ ମିଳିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଶ୍ରୀ ପାତ୍ରଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସେଠାରେ ତାଙ୍କୁ ଆଇସିୟୁ -୭ ରେ ରଖାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ୱାଭାବିକ ରହିଥିବା ଜଣାପଡିଛି ।  

Continue Reading