ଟାଟା ଷ୍ଟିଲ ଫାଉଣ୍ଡେସନ୍ ମାଧ୍ୟମରେ କରୋନା ଭାଇରସ୍ ମୁକାବିଲା ପାଇଁ ଡିଜିଟାଲ ପଦକ୍ଷେପ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ମାଧ୍ୟମରେ କରୋନା ଭାଇରସ୍ ମୁକାବିଲା ପାଇଁ ଡିଜିଟାଲ ପଦକ୍ଷେପ

#କରୋନା_ଭାଇରସ୍_ମୁକାବିଲା_ପାଇଁ_ଡିଜିଟାଲ_ପଦକ୍ଷେପ       ଯାଜପୁର :  (ବିଶ୍ବଜିତ ରଣା) ଟାଟା ଷ୍ଟିଲ ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ମାଧ୍ୟମରେ କରୋନା ଭାଇରସ୍ (କୋଭିଡ-୧୯) ମହାମାରୀ କୁ ରୋକିବା ପାଇଁ ବହୁ ପୂର୍ବରୁ ଉଦ୍ୟମ କରାଯାଉଛି । କମ୍ପାନୀ ପକ୍ଷରୁ ବିଭିନ୍ନ ଡିଜିଟାଲ ପଦକ୍ଷେପ ମାଧ୍ୟମରେ ତାର କାର୍ଯ୍ୟକ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଏହି ଭାଇରସ୍ ସମ୍ପର୍କରେ ସଚେତନ କରାଯାଉଛି । କମ୍ପାନୀର କଳିଙ୍ଗନଗର, ବ୍ରାହ୍ମଣୀପାଳ ଓ ସୁକିନ୍ଦା କାର୍ଯ୍ୟକ୍ଷେତ୍ରରେ ଯାଜପୁର ଜିଲ୍ଳା ପ୍ରଶାସନ ସହଯୋଗରେ ସ୍ଥାନୀୟ ଲୋକାମାନଙ୍କୁ ଏହି ମହାମାରୀର […]

Continue Reading