ଯୋଗାଣ ବିଭାଗ ପକ୍ଷରୁ କରୋନା ପାଇଁ ଘରେ ଘରେ ପହଁଚିଲା ରାସନ ସାମଗ୍ରୀ

ଯୋଗାଣ ବିଭାଗ ପକ୍ଷରୁ କରୋନା ପାଇଁ ଘରେ ଘରେ ପହଞ୍ଚିଲା ରାସନ ସାମଗ୍ରୀ

#କରୋନା_ପାଇଁ_ଘରେ_ଘରେ_ପହଞ୍ଚିଲା_ରାସନ_ସାମଗ୍ରୀ        କେନ୍ଦ୍ରାପଡା   : କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଲକଡାଉନ ବ୍ୟବସ୍ଥା ବଳବତର ଥିବାବେଳେ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ଘରେ ଘରେ ଯୋଗାଇବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳରେ ଶୁକ୍ରବାର ଠାରୁ ଘରୋଇ ଯୋଗାଣ ଆରମ୍ଭ କରାଯାଇଛି । ସଂପୃକ୍ତ ଅଂଚଳର କଣ୍ରେ୍ଟାଲ ଡିଲର ଘର ଘର ବୁଲି ରାସନ ସାମଗ୍ରୀ ପହଁଚାଉଥିବା ବେଳେ ଅଙ୍ଗନବାଡି କର୍ମୀମାନେ ସହାୟତା […]

Continue Reading