କରୋନାକୁ ନେଇ ଅପପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ

କରୋନାକୁ ନେଇ ଅପପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ

#କରୋନାକୁ_ନେଇ_ଅପପ୍ରଚାର_କଲେ_କଡା_କାର୍ଯ୍ୟାନୁଷ୍ଠାନ             ଭୁୁବନେଶ୍ୱର    :   କରୋନାକୁ ନେଇ ଅପପ୍ରଚାର କରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଏଭଳି ସନ୍ଦେହଜନକ ବା ଗୁଜବ ସୃଷ୍ଟିକାରୀ ମେସେଜ୍ ଆସିଲେ ତାହାକୁ ସୋସିଆଲ ମିଡିଆରେ ଫରୱାର୍ଡ କରନ୍ତୁ ନାହିଁ । ଓଡିଶାବାସୀଙ୍କ ମଧ୍ୟରେ ଭୟ ସୃଷ୍ଟିକାରୀ ବା ତିକ୍ତତା ସୃଷ୍ଟିକାରୀ ମେସେଜ୍ ସମ୍ପର୍କରେ ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି […]

Continue Reading