କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଓ ଅବାଧ ଭାବେ ମାଟ୍ରିକ ପରୀକ୍ଷା ସୁପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

#କନ୍ଧମାଳ_ ଜିଲ୍ଲାରେ _ଶାନ୍ତି_ ଶୃଙ୍ଖଳା_ ଓ_ ଅବାଧ_ ଭାବେ_ ମାଟ୍ରିକ _ପରୀକ୍ଷା_ ସୁପରିଚାଳନା _ଉପରେ _ଜିଲ୍ଲାପାଳଙ୍କ _ଗୁରୁତ୍ୱ   ଫୁଲବାଣୀ : ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୫ ଦିନ। ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଓ ଅବାଧ ଭାବେ ପରୀକ୍ଷା ସୁପରିଚାଳନା ଉପରେ ଜିଲ୍ଲାପାଳ ଡା.ବୃନ୍ଦା ଡି ଗୁରୁତ୍ବ ଦେଇଛନ୍ତି। ଏ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଜିଲ୍ଲାର ସମସ୍ତ ମାଟ୍ରିକ ପରୀକ୍ଷା କେନ୍ଦ୍ରର […]

Continue Reading