ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି : ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି : ପ୍ରଧାନମନ୍ତ୍ରୀ

#ଓଡ଼ିଶାରେ_ନୂଆ_ଇତିହାସ_ସୃଷ୍ଟି_ହୋଇଛି  ଭୁବନେଶ୍ବର: ଆଜି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଭାରତର ଇତିହାସରେ ପ୍ରଥମ ଥର ଲାଗି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଅନୁଷ୍ଠିତ ହୋଇଛି। ଏହା ଭାରତର ଖେଳ ଇତିହାସରେ ନୂଆ ପୃଷ୍ଠା ଯୋଡ଼ିଛି। ଦେଶରେ ଖେଳର ଭବିଷ୍ୟତକୁ ଉଜ୍ଜ୍ବଳ କରିବାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଆଜି କଟକ-ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସକୁ  ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ […]

Continue Reading