ଓଭରଲୋଡ଼ିଂ ପରିବହନରୁ ଚାଲିଗଲା ନିଷ୍ପାପ ଛାତ୍ରର ଜୀବନ

ଓଭରଲୋଡ଼ିଂ ପରିବହନରୁ ଚାଲିଗଲା ନିଷ୍ପାପ ଛାତ୍ରର ଜୀବନ

#ଓଭରଲୋଡ଼ିଂ_ପରିବହନରୁ_ଚାଲିଗଲା_ନିଷ୍ପାପ_ଛାତ୍ରର_ଜୀବନ   ବ୍ରହ୍ମପୁର : ଓଭରଲୋଡ଼ିଂ ପରିବହନରୁ ଚାଲିଗଲା ନିଷ୍ପାପ ଛାତ୍ରର ଜୀବନ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେପରୁଆ ପରିବହନ ବେଳେ ଆଜି ଗଂଜାମ ଦିଗପହଣ୍ଡିରେ ଅଟୋରୁ ଖସି ପଡ଼ି ପ୍ରାଣ ହରାଇଛି ୬ ବର୍ଷର ଛାତ୍ର। ଘଟଣା ପରେ ଅଟୋ ଡ୍ରାଇଭର ଫେରାର ମାରିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ସମ୍ପର୍କୀୟ। ଏହି ଘଟଣା ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ ବେଳେ ନିୟମର ଖୋଲାଖୋଲି ଉଲ୍ଲଂଘନର ନଗ୍ନ ଦୃଶ୍ୟ ପୁଣି ସାମ୍ନାକୁ ଆଣିଥିବା ବେଳେ […]

Continue Reading