ଏସିଆ କପ୍ : ଦୁବାଇରେ ଖେଳିବେ ଭାରତ ଓ ପାକ୍

ଏସିଆ କପ୍ : ଦୁବାଇରେ ଖେଳିବେ ଭାରତ ଓ ପାକ୍

#ଏସିଆ_କପ୍_ଦୁବାଇରେ_ଖେଳିବେ_ଭାରତ_ଓ_ପାକ୍    କୋଲକାତା :  ଏସିଆ କପ୍ ଆୟୋଜନ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଶୁକ୍ରବାର ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏହା ଦୁବାଇରେ ଖେଳାଯିବ ବୋଲି ସେ କହିଥିବା ବେଳେ ଏଥିରେ ଭାରତ ଓ ପାକ୍ ମଧ୍ୟ  ଖେଳିବେ ବୋଲି କହିଛନ୍ତି।  ଆୟୋଜକ ପାକିସ୍ତାନ ପ୍ରଥମେ ସେପ୍ଚେମ୍ବରରେ ମ୍ୟାଚ୍ ଆୟୋଜନ ଲାଗି ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ଟିମ୍ ସୁରକ୍ଷାଗତ କାରଣକୁ ପ୍ରସଙ୍ଗ କରିବାରୁଏହା ଏବେ  ଦୁବାଇକୁ ସ୍ଥାନାନ୍ତର ହୋଇଛି। ଦୁବାଇରେ ଏସିଆନ କ୍ରିକେଟ୍ କାଉନସିଲ […]

Continue Reading