ଏପ୍ରିଲ ୧ରୁ ପ୍ଲାଷ୍ଟିକ ମୁକ୍ତ ହେବ ଶ୍ରୀମନ୍ଦିର

ଏପ୍ରିଲ ୧ରୁ ପ୍ଲାଷ୍ଟିକ ମୁକ୍ତ ହେବ ଶ୍ରୀମନ୍ଦିର

#ଏପ୍ରିଲ_୧ରୁ_ପ୍ଲାଷ୍ଟିକ_ମୁକ୍ତ_ହେବ_ଶ୍ରୀମନ୍ଦିର    ପୁରୀ: ଶ୍ରୀମନ୍ଦିର ପରିସରକୁ ଅଧିକ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ଉଦ୍ୟମ ହୋଇଛି। ମନ୍ଦିର ପରିସରକୁ ଆଗାମୀ ଦିନରେ ପ୍ଲାଷ୍ଟିକ ମୁକ୍ତ କରାଯିବା ପାଇଁ ଯୋଜନା କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖଠାରୁ ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ସେ […]

Continue Reading