ରାତି ୯.୪୫ ମିନିଟ୍‌ରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ରାତି ୯.୪୫ ମିନିଟ୍‌ରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

#ଉଠିଲା_ପ୍ରଭୁ_ଲିଙ୍ଗରାଜଙ୍କ_ମହାଦୀପ  ଭୁବନେଶ୍ୱର : ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର ମଧ୍ୟ କୌଣସି କେଁ ଦେଖିବାକୁ ମିଳି ନାହିଁ। ଉପଯୁକ୍ତ ସମନ୍ଵୟ ଯୋଗୁଁ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହା ପୂର୍ବରୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ବେଢ଼ା ପରିକ୍ରମା କରାଯାଇଥିଲା। ସେହିପରି ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥିଲେ। ଏଥି ସହ ସମସ୍ତେ ମହାଦୀପକୁ ଅପେକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଭକ୍ତ ମୌନ […]

Continue Reading