ଆୟକର ସମ୍ପର୍କରେ ମୋଦିଙ୍କ ତଥ୍ୟକୁ ନେଇ ବିବାଦ, ସ୍ପଷ୍ଟିକରଣ ଦେଲା ବିଭାଗ

#ଆୟକର_ସମ୍ପର୍କରେ_ମୋଦିଙ୍କ_ତଥ୍ୟକୁ_ନେଇ_ବିବାଦ  ନୂଆଦିଲ୍ଲୀ : ଆୟକର ଦାତାଙ୍କ ସଂଖ୍ୟା ବୃଦ୍ଧି ଲାଗି କେନ୍ଦ୍ର ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏବେବି ଦେଶରେ ଆୟକର ଦାତା ଆଶାନୁରୂପ ରିଟର୍ଣ୍ଣ ଫାଇଲ କରୁନାହାନ୍ତି। ଏଥିଯୋଗୁ ପ୍ରଧାନମନ୍ତ୍ରୀ ବାରମ୍ବାର କରଦାତାଙ୍କ ସଂଖ୍ୟା ବୃଦ୍ଧି ଲାଗି ଜୋର ଦେଉଛନ୍ତି। ଏହି କ୍ରମରେ ଗତ ବୁଧବାର ଏକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆୟକରକୁ ନେଇ ଏପରି ଏକ ତଥ୍ୟ ଦେଇଥିଲେ ଯାହା ଏବେ ବିରୋଧୀଙ୍କୁ ବେଶ୍ ଖୋରାକ ଯୋଗାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ […]

Continue Reading